ବଜରଙ୍ଗ ଦଳ ପକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ

0
198

ବ୍ରହ୍ମପୁର, ୧୬/୧୦- ପଶ୍ଚିମ ବଙ୍ଗ ରେ ରାଷ୍ଟ୍ରପତି ଶାସନ,ମୃତ ପାଲ ପରିବାର ର ହତ୍ଯାକାରୀ ଙ୍କୁ ଫାଶି ଦଣ୍ଡ ଦାବୀ ସମେତ ୫ ଦଫା ଦାବୀ ରେ ଆଜି ଗଞ୍ଜାମ ଜିଲ୍ଲା ବଜରଙ୍ଗ ଦଳ ପକ୍ଷ ରୁ ଦକ୍ଷିଣାଚଂଳ ରାଜସ୍ବ କମିଶନର କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ଯ ରେ ଏକ ସ୍ମାରକପତ୍ର ପ୍ରଦାନ କରଯାଇଥଲା ଏହି ବିକ୍ଷୋଭ ପ୍ରଦର୍ଶନ ରେ ମହନ୍ତ ଚିନ୍ମାୟାନନ୍ଦ ଦାସ, ରମାକାନ୍ତ ରଥ, ନିଳାଚଂଳ ବିଷୋୟୀ, ଗୌତମ ମହାରଣା, ରାହୁଲ ପାତ୍ର, ପ୍ରଶାନ୍ତ ପାଢ଼ୀ, ଅରୁଣ ପାଢ଼ୀ ପ୍ରମୂଖ ଉପସ୍ଥିତ ଥିଲେ। ପରେ ପରେ ପଶ୍ଚିମବଙ୍ଗ ମୂଖ୍ଯମନ୍ତୀ ମମତା ବାନାର୍ଜୀ ଙ୍କ କୁଶ ପିତଳିକା ଦାହ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here