ପୁଣି ଅଲୋଡା ଶିଶୁ କନ୍ଯା

0
367

ଆସିକା,୧୮/୧୦–ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସବୁଠେ ମୋ ଗେହ୍ଲା ଝିଅ ଯୋଜନା ପାଳନ କରାଯାଉଥିବା ବେଳେ ଅାଜି ଗଂଜାମ ଜିଲ୍ଲା ଅାସ୍କା ସହରର ଏକ ଶଶ୍ମାନ ଘାଟରୁ ଏକ ଜନ୍ମିତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଏକ ଅଖା ବୁଜୁଳାରେ ଶିଶୁଟିକୁ ବନ୍ଧା ହୋଇ ପଡିଥିଲା। ଶିଶୁର କାନ୍ଦ ଶୁଣି କିଛି ମହିଳା ଉଦ୍ଧାର କରିଥିଲେ । ପୋଲିସ ଉପସ୍ତିତିରେ ଉଦ୍ଧାର ଶିଶୁ କନ୍ୟାଟିକୁ ବ୍ରହ୍ମପୁର ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here