ପାରଳାଖେମୁଣ୍ଡି:ଲଗାଣ ବର୍ଷା ଯୋଗୁଁ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା

0
193

ପାରଳାଖେମୁଣ୍ଡି,୨୪/୧୦-ଲଗାଣ ବର୍ଷାକୁ ଆଖିଆଗରେ ରଖି ଆଜି ୨୪/୧୦/୨୦୧୯ ତାରିଖ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଛୋଟ ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା କିନ୍ତୁ ସ୍କୁଲରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିବାକୁ ବାଧ୍ୟ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here