ନରମିଲେ ସରକାର, ନିଲମ୍ବିତ ସିଡିଏମଓ ଙ୍କୁ ଦେଲେ ପୁନଃ ନିଯୁକ୍ତି

0
249

ଭୂବନେଶ୍ୱର,୨୫/୧୦- ନରମ ହେଲେ ସରକାର। ସୁନ୍ଦରଗଡ଼ ସିଡିଏମ୍ଓ ପଦରୁ ନିଲମ୍ବନ ହୋଇଥିବା ଡ. ପଙ୍କଜ କୁମାର ପଟେଲଙ୍କୁ ପୁନଃନିଯୁକ୍ତି । ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କଲେ ସରକାର । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଥିଲେ ସରକାର। ଚାକିରିରୁ ନିଲମ୍ବିତ ସୁନ୍ଦରଗଡ CDMO ପଙ୍କଜ ପଟେଲଙ୍କୁ ପୁନଃଅବସ୍ଥାପିତ କରିଛନ୍ତି ସରକାର। ସମ୍ବଲପୁର DHH ମେଡିସିନ ବିଭାଗ ସିନିୟର କନସଲଣ୍ଟାଣ୍ଟ ଭାବେ ବଦଳି କରାଯାଇଛି। ପଙ୍କଜ ଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କଲେ ରାଜ୍ୟ ସରକାର। କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଥିଲେ ରାଜ୍ୟ ସରକାର ଙ୍କ 5-T ସଚିବ।

LEAVE A REPLY

Please enter your comment!
Please enter your name here