ଗୁରୁତର ଶିବଶଙ୍କରଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଖଲ୍ଲିକୋଟ କଲେଜର ଛାତ୍ର।

0
198

ବ୍ରହ୍ମପୁର,୧୯/୧୧(ଶକ୍ତିଧର ରାଜଗୁରୁ)-: ତତଲା ତେଲ କଡେଇରେ ପଡି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ଚିକିତ୍ସିତ ହେଉଥିବା ଶିବଶଙ୍କର ମିଶ୍ରଙ୍କୁ ସହାୟତା ଯୋଗାଡ କ୍ଷେତ୍ରରେ ଟିମ କ୍ଲିନ ସିଟିର ଉଦ୍ୟମ ଜାରି ରହିଛି। ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉ ଥିବାବେଳେ ଆଜି ଖଲ୍ଲିକୋଟ କଲେଜର ଛାତ୍ରମାନେ ନିଜ ପକେଟ ମନୀକୁ ସଞ୍ଚୟ କରି ଶିବଶଙ୍କର ମିଶ୍ରଙ୍କୁ ମୋଟ ୪ହଜାର ୮ଶହ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଆଗକୁ ମଧ୍ୟ ଏଭଳି ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଖଲ୍ଲିକୋଟ କଲେଜର ଛାତ୍ରମାନେ।

LEAVE A REPLY

Please enter your comment!
Please enter your name here