କୁମ୍ଭାରଗାଁ ରେ ବ୍ଲିଚିଙ୍ଗ ମିଶ୍ରଣ ପାଣି ସିଞ୍ଚନ

0
240

 

ଗଞ୍ଜାମ,୧୨/୦୪/୨୦୨୦ (ଟୁକୁନା ପ୍ରଧାନ) – : କରୋନା ଭାଇରସ ର ମୁକାବିଲା ପାଇଁ ଆଜି ସକାଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ର କିଛି ଯୁବ ଗୋଷ୍ଠୀ ରାକେସ, ଗୋପି, ବାବୁ, କୃଷ୍ଣ, କୈଳାଶ, ପବିତ୍ର, ସହିତ ଆଉ କିଛି ଗ୍ରାମ ର ବ୍ୟକ୍ତି ମାନଙ୍କ ସହଯୋଗ ରେ ଗାଁ ସାରା ଲୁଣ, ଡେଟଲ୍, ଫିନାଇଲ୍ ଓ ବ୍ଲିଚିଙ୍ଗ ପାଉଡର ମିଶ୍ରଣ ପାଣି ସବୁ ଘର, ଏବଂ ରାସ୍ତା ଉପରେ ସିଞ୍ଚନ କରାଯାଇଛି ।

LEAVE A REPLY

Please enter your comment!
Please enter your name here