ଅସହାୟ ଓ ଭିନ୍ନକ୍ଷମ ଙ୍କୁ ଶୁଖିଲା ଖାଦ୍ୟ ଓ ରାସନ ବଣ୍ଟନ

0
168

 

ବ୍ରହ୍ମପୁର, ୦୨/୦୬/୨୦୨୦(ବ୍ୟୁରୋ ରିପୋର୍ଟ) ସମାଜସେବୀ ଏସ ଏ ଖାଲିଲ ଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୟ ସିନେମା ହଲ ପରିସର ରେ ସାମାଜିକ ଦୂରତା ରକ୍ଷା କରି ବ୍ରହ୍ମପୁର ମହାନଗର ନିଗମର ୧୬ ନମ୍ବର ୱାର୍ଡ ଆଖ ପାଖ ଅଞ୍ଚଳରେ ଥିବା ୫୦ ରୁ ଉର୍ଦ୍ଧ ଅସହାୟ ଓ ଭିନ୍ନକ୍ଷମ ଙ୍କୁ ରନ୍ଧା ଖାଦ୍ୟ ସହ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ
ସାୟାଦ ଇଂମତୀୟାଜ଼,ଇମ୍ରାନ ଖାଁନ, ଶିବ ରଞ୍ଜନ ସତପଥୀ,ସାୟାଦ ରାଜାକ, ଏସ କେ ବାବୁ,ବିଭୁତି ଦାସ, କାହ୍ନୁରାଉତ, ସତ୍ୟ ପାତ୍ର, ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here