ରାସ୍ତାରେ ଜମୁଛି ପାଣି

0
123

 

ବଙ୍ଗୋମୁଣ୍ଡା,୨୯/୦୬/୨୦୨୦(ବ୍ୟୁରୋ ରିପୋର୍ଟ)-ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ମୁଖ୍ୟରାସ୍ତା ସାନହରିଜନ ପଡା ସମ୍ମୁଖର ରାସ୍ତା ଉପରେ ପାଣି ଜମି ରହୁଛି ଏହି ରାସ୍ତାରେ ଦୈନିକ ଶତାଧିକ ଲୋକ ଯାତାୟାତ କରିଥାନ୍ତି l ତେବେ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ପାଣି ଜମି ରହୁଛି l ଫଳରେ ଲୋକେ ଯାତାୟାତ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ରାସ୍ତା ଉପରେ ଜମିରହୁଥିବା ନିଷ୍କାସନ ବ୍ୟବସ୍ଥା କରିବା ସହ ରାସ୍ତା ମରାମତି କରିବାକୁ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here