ଆଜି ପୁଣି ସୁସ୍ଥ ହେଲେ ଆଉ ୧୫୨୧ କରୋନା ଆକ୍ରାନ୍ତ, ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପିଲା

0
138

ଭୁବନେଶ୍ୱର,୧୫/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଶନିବାର ରାଜ୍ୟରେ ଆଉ ୧୫୨୧ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୦୭୨୬ରେ ପହଁଚିଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୨୭୨ଜଣ ଥିବା ବେଳେ ଖୋର୍ଧାରୁ ୨୩୧,  କଟକରୁ ୧୬୬, ରାୟଗଡାରୁ ୯୩, ସୁନ୍ଦରଗଡରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ୱରରୁ ୬୧, ନୟାଗଡରୁ ୫୬, ଗଜପତିରୁ ୫୪, ସମ୍ବଲପୁରରୁ ୫୪, ଯାଜପୁରରୁ ୫୨, କୋରାପୁଟରୁ ୪୬, ଭଦ୍ରକରୁ ୨୬ ଜଣ ରହିଛନ୍ତି ।
ଏତତ୍ ବ୍ୟତୀତ କନ୍ଧମାଳରୁ ୨୬, ମାଲକାନଗିରିରୁ ୨୨, କେଉଁଝରରୁ ୧୯, ଜଗତସିଂପୁରରୁ ୧୬, ଅନୁଗୋଳରୁ ୧୩, ବଲାଙ୍ଗୀରରୁ ୧୩,  କେନ୍ଦ୍ରାପଡାରୁ ୧୩, ବରଗଡରୁ ୧୦, ଝାରସୁଗୁଡାରୁ ୧୦, ସୋନପୁରରୁ ୯, ମୟୂରଭଞ୍ଜରୁ ୬, ବୌଦ୍ଧରୁ ୫ ଓ ନବରଙ୍ଗପୁରରୁ ୨ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Another 1521 #COVID19 patients have recovered and are being discharged on 15.8.2020

272 from Ganjam
231 from Khurdha
166 from Cuttack
93 from Rayagada
89 from Sundergarh
80 from Puri
77 from Kalahandi
61 from Balasore
56 from Nayagarh
54 from Gajapati
54 from Sambalpur 52 from Jajpur
46 from Koraput
26 from Bhadrak
26 from Kandhamal
22 from Malkangiri
19 from Keonjhar
16 from Jagatsinghpur
13 from Angul
13 from Bolangir
13 from Kendrapara
10 from Baragarh
10 from Jharsuguda
9 from Sonepur
6 from Mayurbhanj
5 from Boudh. 2 from Nabarangpur

The total recovered cases of Odisha now stand at 40726

LEAVE A REPLY

Please enter your comment!
Please enter your name here