ରାଜ୍ୟ ରାଜପଥକୁ ତୁରନ୍ତ ପ୍ରଶସ୍ତ କରିବାକୁ ଦାବୀ

0
142

ବଲାଙ୍ଗୀର,୦୪/୧୨/୨୦୨୦(ବ୍ୟୁରୋ ରିପୋର୍ଟ)ବଲାଙ୍ଗୀର -ଚାନ୍ଦୋତରା ୪୨ନମ୍ବର ରାଜ୍ୟରାଜପଥ ସିନ୍ଧେକେଲା ସହର ଦେଇ ଯାଇଥିବା ବେଳେ ପଲ୍ଲୀଶ୍ରୀ ହାଇସ୍କୁଲ ଠାରୁ ଶିବମନ୍ଦିର ପର୍ଯ୍ୟନ୍ତ ସିନ୍ଧେକେଲା ସହର ମଧ୍ୟରେ ପ୍ରବଳଭିଡ଼ ପରିଲକ୍ଷିତ ହେଉଛି l ବିଶେଷକରି ସିନ୍ଧେକେଲା ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବାରୁ ଗ୍ରାହକମାନଙ୍କ ଭିଡ଼, ରାସ୍ତା ଉପରେ ପାସେଞ୍ଜର ନେବାପାଇଁ ବସ୍ ମାନଙ୍କ ରହଣି ସାଙ୍ଗକୁ ରାସ୍ତାରେ ବିଭିନ୍ନ ଗାଡି ଚଳାଚଳ ଯୋଗୁଁ ଟ୍ରାଫିକ ଜାମହେଉଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ରାଜପଥକୁ ପ୍ରଶସ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here