ହୋଟେଲ ମୋତି ଡାଇରେକ୍ଟର ତଥା ଧର୍ମପରାୟଣ ମହିଳା ପରଲୋକ

0
285

ବ୍ରହ୍ମପୁର, ୨୭/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ହୋଟେଲ ମୋତି ପ୍ରାଇଭେଟ ଲିମିଟେଡ ର ପ୍ରତିଷ୍ଠାତା ସ୍ବର୍ଗୀୟ ଶ୍ରୀକୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ଧର୍ମପତ୍ନୀ ତଥା ଡାଇରେକ୍ଟର ଶ୍ରୀମତୀ ମନାସ ପାତ୍ର ଙ୍କ ସୋମବାର ଦିନ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବିଜିପୁର ତୋଟା ସାହି ସ୍ଥିତ ନିଜ ବାସଭବନ ପରଲୋକ ହୋଇଯାଇଛି। ସେ ମୃତ ବେଳେ କୁ ୭୮ ବୟସ ହୋଇଥିଲା। ପୁରୀ ସ୍ବର୍ଗ ଦ୍ବାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ତାଙ୍କର ଶେଷ ସମୟରେ ପରିବାର ବର୍ଗ ଉପସ୍ଥିତ ଥିଲେ।ସେ ଜଣେ ଅମାୟିକ, ଧର୍ମପରାୟଣ ମହିଳା ଭାବେ ଅଂଚଳରେ ବିଶେଷ ପରିଚିତ ଥିଲେ। ତାଙ୍କର ମୃତ ରେ ପରିବାର ସମେତ ବାସଭବନ ଅଂଚଳରେ ଏବଂ ହୋଟେଲ ମୋତି ର କର୍ମଚାରୀମାନଙ୍କ ମାନଙ୍କ ମଧ୍ଯ ରେ ଶୋକ ର ଛାୟା ଖୋଲିଯାଇଛି।

LEAVE A REPLY

Please enter your comment!
Please enter your name here