ଋଷିକୁଲ୍ୟା ରେ ନିଖୋଜ ହୋଇଥିବା ଝିଅ ର ଶବ ଉଦ୍ଧାର।

0
187

ହିଞ୍ଜିଳିକାଟୁ,୨୬/୮/୧୯, ଗତକାଲି ଋଷିକୁଲ୍ୟା ନଦୀ ରେ କାଞିଆମ୍ମା ଗ୍ରାମ ର ଭାସିଯାଇଥିବା ୫ ଯୁବତୀଙ୍କ ମଧ୍ଯ ରୁ ଜଣେ ନିଖୋଜ ଥିବା ସିଲ୍ଲି ବେହେରା ଙ୍କ ଶବ ଆଜି ଉଦ୍ଧାର ହୋଇଛି। ଅଗ୍ନିଶମ କର୍ମଚାରୀ ମାନେ ଆଜି ଉଦ୍ଧାର କରି ଶବ କୁ ପୋଲିସ କୁ ହସ୍ତାନ୍ତର କରିଛନ୍ତି। ସୁଚନାଯୋଗ୍ୟଯେ, ଗତକାଲି କାଞିଆମ୍ମା ଗ୍ରାମ ର ଝିଅ ମାନେ ଖୁଦୁରୁକୁଣି ଓଷା ପାଇଁ ନଦୀ ପଠା ରେ ପୂଜା ସହ ବାଲି ସଂଗ୍ରହ କରିବା ବେଳେ ୫ ଝିଅ ଭାସିଯାଇଥିଲେ। ଗତକାଲି ୪ଜଣ ଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ

LEAVE A REPLY

Please enter your comment!
Please enter your name here