ଭୁବନେଶ୍ୱର ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୩ଟି ବୁଝାମଣାପତ୍ର ସ୍ବାକ୍ଷରିତ

0
246

ଭୂବନେଶ୍ୱର,୦୪/୧୧-ରାଜ୍ୟସରକାରଙ୍କ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ବିଭାଗ ଏବଂ ଟାଟା ଷ୍ଟ୍ରାଇଭ ଓ ଟେକ୍ ମହିନ୍ଦ୍ରା ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ,ଏହାଦ୍ୱାରା ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ଲାଭ କରି ବିଭିନ୍ନ ଶିଳ୍ପ ସଂସ୍ଥା ଓ ଅନ୍ତର୍ଯ୍ୟତୀୟ ସ୍ତରରେ ନିଯୁକ୍ତି ସୁବିଧା ପାଇପାରିବେ,ବୁଝାମଣାପତ୍ର ଅନୁସାରେ ରାଜ୍ୟର ୪୯ଟି ସରକାରୀ ଆଇ ଆଇ ଟି ରେ ପ୍ରଶିକ୍ଷାର୍ଥୀଙ୍କୁ ଲାଇଫ ସ୍କିଲିଂ ପ୍ରଦାନ କରାଯିବ,ଆର୍ଟିଫିସିଆଲ ଇଂଟେଲିଜେନ୍ସି କ୍ଷେତ୍ରରେ ସେଣ୍ଟର ଅଫ ଏକ୍ସଇଲେନ୍ସ ପ୍ରତିଷ୍ଠା ନେଇ ଟେକ୍ ମହିନ୍ଦ୍ର,ବିପିୟୁଟି ଓ ସିଇଟି ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି,ଏହାଦ୍ୱାରା ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ,ପ୍ରତିବର୍ଷ ଏହି ସେଣ୍ଟର ଅଫ ଏକ୍ସଲିଏନ୍ସ ରେ ୩୦ ଜଣ ପ୍ରଶିକ୍ଷଣ ପାଇପାରିବେ,ଫ୍ରଚ୍ୟୁନ ଟାୱାର ରେ ଅନ୍ତର୍ଜାତୀୟ ମାନର ବିପିଓ ପ୍ରତିଷ୍ଠା ପାଇଁ ଇଡ୍କୋ ଓ ଟେକ ମହିନ୍ଦ୍ର ମଧ୍ୟରେ ବୁଝାମଣାପତ୍ର,ଏହା ଦ୍ୱାରା ବିପିଓ ସେବା କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

LEAVE A REPLY

Please enter your comment!
Please enter your name here