ପୋଲସରା : ଜିଲ୍ଲାସ୍ତରୀୟ ମହାଭାତୃତ୍ୱ ସମ୍ମିଳନୀ ଅନୁଷ୍ଠିତ

0
179

ପୋଲସରା,୧୨/୦୧/୨୦୨୦(ଟୁକୁନା ପ୍ରଧାନ) ଆଜି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ସରଣ ଶ୍ରୀକ୍ଷେତ୍ର ମାର୍ଦ୍ଦା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ତରଫରୁ ଜିଲ୍ଲାସ୍ତରୀୟ ମହାଭାତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ମହାଭାତୃତ୍ୱ ସମ୍ମିଳନୀ ଆୟୋଜନ ବିଷୟରେ ଉଦବୋଧନ ଦେଇଥିଲେ । ଏଥିରେ ସେବା ସଙ୍ଗଠନ ର କର୍ମ କର୍ତ୍ତା,ସମସ୍ତ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here