ସଂକଳ୍ପ ଫାଉଣ୍ଡେସନ ଗ୍ରୁପ ତରଫରୁ ଗ୍ରାମାଞ୍ଚଳରେ ପହଞ୍ଚି ଗରିବ ଓ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

0
226

 

କନ୍ଧମାଳ ,୧୧/୦୪/୨୦୨୦: କରୋନା ଭୁତାଣୁ ସାରାଦେଶରେ ବଢ଼ିବାରେ ଲାଗିଛି ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ପ୍ରତେକ ପଞ୍ଚାୟତ ରେ ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବା ପାଇଁ ଲୋକ ଏହା ନ ପାଇ ଥିବାରୁ ଆଜି ସଂକଳ୍ପ ଫାଉଣ୍ଡେସନ ଗ୍ରୁପ ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବୁଡ଼ୁରିକିଆ ପଞ୍ଚାୟତ ମାଦିନାଟରେ ପହଞ୍ଚି ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ ଫାଉଣ୍ଡେସନ ଗ୍ରୁପର ଜଗମୋହନ ପଣ୍ଡା, ସଞ୍ଜୟ ପଶାୟତ, ପ୍ରତିଶ ପ୍ରିତମ ପାତ୍ର ସ୍ୱରାଜ ପାଢ଼ୀ, ଅମନ ଖାନ ଦ୍ୱାରା ଏହି ରନ୍ଧା ଖାଦ୍ୟ ଆୟୋଜନ ହୋଇଥିଲା ।


ରିପୋର୍ଟ: ସଦାଶିବ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here