ବେଗୁନିଆପଡା ବଜାର କୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

0
130

 

ଗଞ୍ଜାମ,୩୦/୦୬/୨୦୨୦ (ଟୁକୁନା ପ୍ରଧାନ) – :ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବ୍ୟବସାୟିକ ପେଣ୍ଠସ୍ଥଳୀ ବେଗୁନିଆପଡ଼ା ବଜାରରେ ପ୍ରତ୍ୟେକ ଦିନ ନାହିଁ ନଥିବା ଗହଳି ଲାଗୁଥିବାରୁ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ବେଗୁନିଆପଡ଼ା ସରପଞ୍ଚ ଅରୁଣ କୁମାର ମାଝୀ ବେଗୁନିଆପଡା ମାର୍କେଟକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିବା ସହ ସମସ୍ତ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି l ଏହା ସହ ଅତ୍ୟାବଶ୍ୟକ ଦୋକାନ ଖୋଲିବା ସହ ସାମାଜିକ ଦୁରତା ରକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି l

LEAVE A REPLY

Please enter your comment!
Please enter your name here