ସୌରାପଲ୍ଲୀ ରେ ଅଗ୍ନିକାଣ୍ଡ , ୩ ବଖରା ଘର ପୋଡି ନଷ୍ଟ, ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ

0
128

 

ଗଞ୍ଜାମ,୩୦/୦୬/୨୦୨୦ ( ଟୁକୁନା ପ୍ରଧାନ) – :ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସୌରାପଲ୍ଲୀ ଗ୍ରାମରେ ଅଗ୍ନିକାଣ୍ଡ |ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ଜଳିଯାଇଥିବା ସୂଚନା |ଘରେ କେହି ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନି କାଣ୍ଡର କାରଣ ଜଣା ପଡି ନାହିଁ | ଅଗ୍ନିକାଣ୍ଡରେ ଘରର ଆସ ବାବ ପତ୍ର ଜଳି ପାଉଁଶ ହୋଇଯାଇଛି ତେବେ ଖବର ପାଇ ସୁମଣ୍ଡଳ ସରପଞ୍ଚ ପ୍ରତିନିଧି ସନ୍ତୋଷ ସାହୁ ଘଟଣା ସ୍ଥଳରେ ପଂହଁଚି ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଦମକଳ ଗାଡି ପଂହଁଚି ନିଆଁକୁ ଆୟତ୍ତ କରିଛି |

LEAVE A REPLY

Please enter your comment!
Please enter your name here