ରାଜ୍ୟରେ ଆଜି ସର୍ବାଧିକ ୧୫୦୩ କରୋନା ଆକ୍ରାନ୍ତ ଚିହ୍ନଟ,ରାଜ୍ୟ ରେ ଆକ୍ରାନ୍ତ ଙ୍କ ସଂଖ୍ଯା ୨୬ ହଜାର ପାର, ଆଜି ଗଞ୍ଜାମ ରେ ସର୍ବାଧିକ ୪୯୧ ଚିହ୍ନଟ

0
261

 

ଭୂବନେଶ୍ୱର,୨୭/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ମଧ୍ୟ ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୧୫୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୧୫୦୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୦୨ ଓ ସ୍ଥାନୀୟ ଅଞ୍ଚଳରୁ ୫୦୧ ଜଣ ଚିହ୍ନଟ ହୋଇଛନ୍ତି ।ସେଥିରେ ଗଞ୍ଜାମ ର ସର୍ବାଧିକ ୪୯୧ ଚିହ୍ନଟ ହୋଇଛନ୍ତି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୮୯୨ କୁ ବୃଦ୍ଧି ପାଇଛି ।ସେପରି ୧୬୭୯୨ ଜଣ ସୁସ୍ଥ ହୋଇଥିବା ବେଳେ ୯୯୧୯ ଜଣ ଙ୍କ ଚିକିତ୍ସା ହେଉଛି।ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Covid-19 Report For 26th July

New Positive Cases: 1503
In Quarantine: 1002
Local Contacts: 501

(Details of local contacts will be shared by concerned District Administration)

District Wise Cases

1. Angul: 1
2. Balasore: 19
3. Bargarh: 23
4. Bhadrak: 25
5. Balangir: 21
6. Boudh: 1
7. Cuttack: 136
8. Dhenkanal: 32
9. Gajapati: 73
10. Ganjam: 491
11. Jagatsinghpur: 6
12. Jajpur: 51
13. Jharsuguda: 10
14. Kalahandi: 10
15. Kandhamal: 73
16. Kendrapada: 9
17. Keonjhar: 43
18. Khurda: 223
19. Koraput: 34
20. Malkangiri: 34
21. Mayurbhanj: 28
22. Nawarangpur: 2
23. Nayagarh: 8
24. Puri: 4
25. Rayagada: 68
26. Sambalpur: 17
27. Sonepur: 4
28. Sundargarh: 57

New Recoveries: 864
Cumulative Tested: 467447
Positive: 26892
Recovered: 16792
Active Cases: 9919

LEAVE A REPLY

Please enter your comment!
Please enter your name here