ବିନାୟକ ଆଚାର୍ଯ୍ୟ ଯୁବକ ସଂଘ ତରଫରୁ ମାସ୍କ ବଣ୍ଟନ

0
144

ବ୍ରହ୍ମପୁର, ୨୨/୦୧/୨୦୨୧( ଟୁକୁନା ପ୍ରଧାନ) ଆଜି ବ୍ରହ୍ମପୁର ସହରର ବିନାୟକ ଆଚାର୍ଯ୍ୟ ଯୁବକ ସଙ୍ଘ ତରଫରୁ ସ୍ଥାନୀୟ ଆସ୍କା ରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ଉଚ୍ଚବିଦ୍ୟାଳୟ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଅନୁମୋଦନ କ୍ରମେ ବିଦ୍ୟାଳୟ ର ଛାତ୍ର ମାନଙ୍କୁ କରୋନା ସଚେତନତା ବାର୍ତ୍ତା ପ୍ରଦାନ ସହ ମାସ୍କ ବଣ୍ଟନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ର ପୂର୍ବତ୍ତନ ଛାତ୍ର ସନାତନ ସାହୁ,ମଧୁସୂଦନ ସାହୁ, ରଞ୍ଜନ କୁମାର ସାହୁ, କାଳିଆ ଜେନା, ଗୌରୀ ସାହୁ ପ୍ରମୁଖ ଉପସ୍ଥିତ ରହି ମାସ୍କ ବଣ୍ଟନ କରିଥିଲେ ।ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ ।
ସଂଘ ର ଏହି କାର୍ଯ୍ୟ ପାଇଁ ଅଞ୍ଚଳ ବାସୀ ମାନେ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here