Breaking news ଏ. ବରିଡ଼ା ଗ୍ରାମ ରେ ହତ୍ୟାକାଣ୍ଡ

0
251

ବ୍ରହ୍ମପୁର,୧୬/୦୪/୨୦୨୧ ( ଟୁକୁନା ପ୍ରଧାନ)-: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଏ. ବରିଡା ଗାଁରେ ଆଜି ସକାଳୁ ସକାଳୁ ଏକ ହତ୍ୟାକାଣ୍ଡ ଘଟିଯାଇଛି । ମାତ୍ର ଦୁଇ ହଜାର ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଥିବା ବେଳେ ଭାଟପଡା ର ଟୁକୁନା ଛଟେଇ ଙ୍କର ମୃତ୍ଯୁ ଘଟିଛି । ଅନ୍ୟପଟେ ପୋଲିସ ଘଟଣା ସ୍ଥଳରେ ପହଁ ଅଭିଯୁକ୍ତ କୁ ଅଟକ ରଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here