କୃଷ୍ଣଛାଇ ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଉଦ୍ୟମ ପଣ୍ଡ

0
119

 

ଶେରଗଡ,୧୦/୦୫/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି) ବିଶ୍ୱବ୍ୟାପୀ କରୋନା ଆତଙ୍କ ଖେଳି ଚାଲିଥିବା ବେଳେ ଶେରଗଡ ବ୍ଲକ ର କୃଷ୍ଣଛାଇ ଗ୍ରାମରେ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ପାଇଁ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଧଜିଆ ଉଡେଇ ହଜାର ହଜାର ନରନାରୀ କଳସ ଶୋଭାଯାତ୍ରା କରିଥିଲେ ।ଏ ଚାଂଚଲ୍ଯକର ସମ୍ବାଦ ଗଞ୍ଜାମ ଜିଲା ଜନସାଧାରଣ ଙ୍କୁ ସ୍ତବ୍ଧ କରିଛି। ଖବରପାଇ ଶେରଗଡ ତହସିଲଦାର ଦୟାସିନ୍ଧୁ ପରିଡା ଓ ଥାନା ଅଧିକାରୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ କୁ ଭଣ୍ଡୁର କରିବା ସହ,ମନ୍ଦିର ସିଲ କରି କୃଷ୍ଣଛାଇ ଗ୍ରାମ ରେ ୧୪୪ ଧାରା ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here