ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ଅସମାନତା, ଵିବିଧତା ଏବଂ ରାଜନୀତିର ଅଧ୍ୟୟନ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

0
113

ବ୍ରହ୍ମପୁର,୨୩/୦୮/୨୦୨୨:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ତରଫରୁ ‘ଅସମାନତା, ଵିବିଧତା ଏବଂ ରାଜନୀତିର ଅଧ୍ୟୟନ’ ଶିରୋନାମା / ଶୀର୍ଷକ ଉପରେ ଏକ ପାଠଚକ୍ର ବିଶ୍ଵବିଦ୍ୟାଳୟର ମାନନୀୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏବଂ ସ୍ନାତ୍ତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here