ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି।

0
215

ବ୍ରହ୍ମପୁର, ୨୬/୮/୧୯;ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହୋଇଯାଇଛି। ଆଜି ମୋଟ ୧୨୯ ଟି ଅଭିଯୋଗ ଆସିଥିବା ବେଳେ ,୧୦୯ ଟି ଅଭିଯୋଗ ର ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛ। ମୂଖ୍ଯମନ୍ତୀ ଙ୍କ ରିଲିଫ ପାଣ୍ଠି ରୁ ୪ଟି ମାମଲା ରେ ୬୫ ହଜାର ସାହାଯ୍ୟ କରାଯାଇଥିବା ବେଳେ,୨ଟି କେଶ୍ ରେ ଜିଲ୍ଲା ରେଡକ୍ରସ ପକ୍ଷ ରୁ ୧୫ ହଜାର ଟଙ୍କା ସାହାଯ୍ୟ କରାଯାଇଥିଲା।ଏଥି ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଆରକ୍ଷୀ ଅଧିୀକକ୍ଷ ପିନାକ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ ସମେତ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here