ମହାମହିମ ରାଜ୍ୟପାଳ ଙ୍କ ଦ୍ବାରା ଜୀବନ ନିର୍ମାଣ ଶିବିର ଉଦଘାଟିତ।

0
285

ଭୂବନେଶ୍ୱର,୧୦/୧୦-ଶ୍ରୁତିନ୍ୟାସ ପକ୍ଷରୁ ଆଜି ସରସ୍ବତୀ ବିଦ୍ୟାମନ୍ଦିର, ନୀଳାଦ୍ରି ବିହାର,ଠାରେ ଓଡ଼ିଶା ର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଙ୍କ ଦ୍ବାରା ଜୀବନ ନିର୍ମାଣ ଶିବିର ଉଦଘାଟନ ହୋଇଯାଇଛି।ଅନ୍ୟ ମାନଙ୍କ ମଧ୍ଯ ରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ,ପୂଜ୍ୟ ସ୍ୱାମୀ ବିବେକାନନ୍ଦ ଜୀ ଓ ସ୍ୱାମୀ ସୁଧାନନ୍ଦ ପ୍ରମୂଖ ଯୋଗ ଦେଇଥିଲେ। ଏହି ୩ ଦିନିଆ ଶିବିର କୁ ପୂଜ୍ୟ ସ୍ୱାମୀ ବିବେକାନନ୍ଦ ଜୀ ଓ ସ୍ୱାମୀ ସୁଧାନନ୍ଦ ଜୀ ଆଦି ପ୍ରଶିକ୍ଷକଙ୍କ ଦ୍ୱାରା ଆୟୋଜନ କରାଯାଇଛି ।ଏହା ଆସନ୍ତା ୧୨ ତାରିଖ ଯାଏଁ ଚାଲିବ।

LEAVE A REPLY

Please enter your comment!
Please enter your name here