ବ୍ୟାଡ଼ମିଟନ ଖେଳିଲେ ସାଂସଦ ଅପରାଜିତା

0
123

ଭୂବନେଶ୍ୱର,୧୮/୦୧/୨୦୨୧(ବ୍ୟୁରୋ ରିପୋର୍ଟ) ଭୁବନେଶ୍ୱର ସାଂସଦ ତଥା ବିଜେପି ର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଗତକାଲି ବିଳମ୍ବିତ ରାତ୍ରିରେ ମଧ୍ୟ୍ୟ ଭୁବନେଶ୍ୱର ସ୍ଥିତ ଶାସ୍ତ୍ରୀ ନଗର ଠାରେ ବ୍ୟାଡ଼ମିଟନ ଟୁର୍ଣ୍ଣାମେଣ୍ଟ ରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ନିଜେ ଖେଳି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରତ୍ୟେକ ବର୍ଷ ସାଂସଦଙ୍କ ତରଫରୁ ଟ୍ରଫି ଦିଆଯିବ ବୋଲି ଅଗ୍ରହ ପ୍ରକାଶ କରିଥିଲେ l

LEAVE A REPLY

Please enter your comment!
Please enter your name here