ଗୋବିନ୍ଦପୁରରେ କରୋନା ସର୍ଭେ କାର୍ଯ୍ଯକ୍ରମ ।

0
321

ଶେରଗଡ,୦୯/୦୬/୨୦୨୧(ଡାକ୍ତର ହୃଷୀକେଶ ମହାନ୍ତି ) ଶେରଗଡ ବ୍ଳକର ଗୋବିନ୍ଦପୁର ପଂଚାୟତ ରେ ଆଶା,ଅଙ୍ଗନବାଡିକର୍ମୀ ଓ ସ୍ୱାସ୍ଥ୍ଯକର୍ମୀ ମାନେ ଘର କୁ ଘର ବୁଲି ଲୋକେ ଙ୍କ ସ୍ୱାସ୍ଥ୍ୟ ଯାଂଚ ସହ କରୋନା ସଚେତନତା କରିଛନ୍ତି। ଏହାସହ ଶିଶୁ,ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ଅଙ୍ଗନବାଡିକର୍ମୀମାନେ ଛତୁଆ,ଅଣ୍ଡା,ଚାଉଳ,ଡାଲି ଓ ପନିପରିବା ବଣ୍ଟନ କରୁଛନ୍ତି । ।ତେବେ ଏହି ପଂଚାୟତ ର କେତେ ଜଣ ଅଙ୍ଗନବାଡିକର୍ମୀ କରୋନା କାର୍ଯ୍ୟ ରେ ନିଜକୁ ସାମିଲ୍ କରିନଥିବା ଓ ହିତାଧିକାରୀଙ୍କୁ ନିୟମିତ ଖାଦ୍ୟ ବଣ୍ଟନ କରୁନଥିବା ଅଭିଯୋଗ ହେଉଛି ।ଶେରଗଡ ସିଡିପିଓ ଘଟଣା ର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here