ବ୍ରହ୍ମପୁର,୨୬/୮/୧୯; ଆଜି ନୂତନ ଡିଆଇଜି ଭାବେ ସତ୍ୟବ୍ରତ ଭୋଇ ନିଜର ଦାୟିତ୍ୱ ଭାର ଗ୍ରହଣ କରିବା ପରେ ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ରାମ କୁମାର ପାତ୍ର ଶ୍ରୀ ଭୋଇ ଙ୍କୁ ପୁଷ୍ପଗୁଛ ଦେବା ସହ ଆମ୍ବପୁଆ ଓ ନିମଖଣ୍ଡି ଠାରେ ପୋଲିସ ଥାନା କରିବା ପାଇଁ ଶ୍ରୀ ପାତ୍ର ଡି ଆଇ ଜି ଶ୍ରୀ ଭୋଇଙ୍କୁ ଅନୁରୋଧ କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ହରିକୃଷ୍ଣ ବେହେରା. କେଶବ ଚନ୍ଦ୍ର ପାଢ଼ୀ. ଅଖିଳ ସାହୁ. ସନ୍ତୋଷ ସାବତ ପ୍ରମୁଖ ଉପସ୍ଥିତ ଥିଲେ।