ସଂକଳ୍ପ ଫାଉଣ୍ଡେସନ ଗ୍ରୁପ ଦ୍ୱାରା ବୁଲା ଗାଈ, କୁକୁର, ବଳଦ ମାନଙ୍କୁ ଗୋଖାଦ୍ୟ ବଣ୍ଟନ

0
209

କନ୍ଧମାଳ, ୧୦/୦୪/୨୦୨୦: ଲକ୍ ଡାଉନ ଫଳରେ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ବାହାରେ ବୁଲୁ ଥିବା ଗାଈ, ଗୋରୁ, ବଳଦ, କୁକୁର, ମାନେ ଖାଇବାକୁ ନ ପାଇଁ ନାହିଁ ନଥିବା ଅସୁବିଧା ଭୋଗ କରୁଥିଲେ। ଏମାନଙ୍କ ପେଟକୁ ଆହାର ଦେଇଛନ୍ତି ବାଲିଗୁଡ଼ା ସଂକଳ୍ପ ଫାଉଣ୍ଡେସନର କାର୍ଯ୍ୟକର୍ତ୍ତା ଜଗମୋହନ ପଣ୍ଡା, ଦିନେଶ ଜେନା, ସଞ୍ଜୟ ପଶାୟତ, ପ୍ରତିଶ ପ୍ରିତମ ପାତ୍ର, ସ୍ୱରାଜ ପାଢ଼ୀ, ଅମନ ଖାନ ସହରାଞ୍ଚଳର ସବୁ ୱାର୍ଡ ବୁଲି ଦେଇଛନ୍ତି ।

ରିପୋର୍ଟ: ସଦାଶିବ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here