ତାଳସର ରେ ନିରାଡମ୍ବର ସହକାରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ

0
137

ବ୍ରହ୍ମପୁର,୨୫/୦୫/୨୦୨୧ (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପରିସରରେ ଆଜି ନିରାଡମ୍ବର ସହକାରେ କୋଭିଡ୍ ନିୟମ କୁ ମାନି ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଙ୍କ ଜନ୍ମ ଦିନ ତଥା ନୃସିଂହ ଚତୁର୍ଦ୍ଦଶୀ ପାଳିତ ହୋଇଯାଇଛି । ନିରାଡମ୍ବର ସହକାରେ କେବଳ ଠାକୁର ଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଯାଇଛି ।କୋଭିଡ୍ କଟକଣା ଯୋଗୁ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିନଥିଲା ।

LEAVE A REPLY

Please enter your comment!
Please enter your name here